spot_img

କଙ୍ଗନା ରାନାୱାତ ଉଦ୍ଧବ ସରକାରଙ୍କୁ ଜବାବ ଦେଲେ

ମୁମ୍ବାଇ: ବଲିଉଡର କାସ୍ଟିଂ ଡିରେକ୍ଟର ସାହିଲ ଅସରଫଙ୍କ ଅଭିଯୋଗର ଉତ୍ତର ଦେଲେ କଙ୍ଗନା । ତେବେ କଙ୍ଗନାଙ୍କ ମନ୍ତବ୍ୟ ପାଇଁ ବଲିଉଡରେ ସାମ୍ପ୍ରଦାୟିକ ଭାବନା ଉପୁଜୁଛି ଦର୍ଶାଇ ସାହିଲ ଅଭିଯୋଗ କରିଥିଲେ । ଏହାର ଜବାବ ରଖି କଙ୍ଗନା ସିଧାସଳଖ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ କଙ୍ଗନାଙ୍କୁ ଅପେକ୍ଷା କରନି ସେ ଜଲଦି ହିଁ ଆସୁଛନ୍ତି ବୋଲି ନିଜର ଜବାବ ରଖି ଏବେ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular