ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନିତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବୋମ’ର ସଙ୍ଗୀତ ଆଜି ମୁକ୍ତିଲାଭ କରିଛି । ତେବେ ଏହି ସଙ୍ଗୀତର ନାମ ‘ବୁର୍ଜ ଖଲିଫା’ ରହିଛି । ଅନ୍ୟପଟେ ଏହି ଗୀତଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ମୁକ୍ତିଲାଭ କରିବାର ଏକ ଘଣ୍ଟା ମଧ୍ୟରେ ୪ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0