ମୁମ୍ବାଇ: ପ୍ରସିଦ୍ଧ କଣ୍ଠଶିଳ୍ପୀ ନେହା କକ୍କଡ ଓ ଗାୟକ ରୋହନ ପ୍ରୀତ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ସାମାଜିକ ଗଣମାଧ୍ୟମରେ ନେହାଙ୍କ ଏକ ଫ୍ୟାନ କ୍ଲବ ପକ୍ଷରୁ ନେହାଙ୍କ ବିବାହ କାର୍ଡ ସେୟାର କରାଯାଇଛି । ଏଥିରୁ ସ୍ଫଷ୍ଟ ଜଣାପଡୁଛି ଯେ ନେହା ଓ ରୋହନପ୍ରୀତ ଆସନ୍ତା ୨୬ ତାରିଖ ଦିନ ପଞ୍ଜାବରେ ବିବାହ କରିବେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0