spot_img

ରାଜ୍ୟରେ ୧,୯୦୪ଆକ୍ରାନ୍ତ,୧୬ ମୃତ

ଆଜି ରାଜ୍ୟରେ ୧ ହଜାର ୯୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ହଜାର ୧୧୫ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୭୮୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ନୂତନ ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ୨୫୦ କୁ ବୃଦ୍ଧି । ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଆକ୍ରାନ୍ତ ଚିହ୍ନଟ । ସେପଟେ ରାଜ୍ୟରେ ସକ୍ରିୟ ସଂକ୍ରମିତ ୨୧ ହଜାର ୪୫୪ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୨ ଲକ୍ଷ ୪୯ ହଜାର ୫୭୫ ଜଣ। ଆଜି ଦିନକରେ ୧୬ ମୃତ୍ୟୁକୁ ନେଇ ମୋଟ ମୃତ୍ୟୁ ସଂଖ୍ୟା ୧ହଜାର ୧୬୮ କୁ ବୃ୍ଦ୍ଧି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular