spot_img

ରେଳ ଟ୍ରାକରୁ ଲାଇନଚ୍ୟୁତ ହେଲା ଇଞ୍ଜିନ

ଖୋର୍ଦ୍ଧା : ସାକ୍ଷୀଗୋପାଳ ଓ ଚନ୍ଦନପୁର ମଝିରେ ରେଳ ଟ୍ରାକରୁ ଲାଇନଚ୍ୟୁତ ହେଲା ୨ଟି ଇଂଜିନ୍। ଗତକାଲି ରାତିରେ ଖୋର୍ଦ୍ଧା ରୋଡରୁ ପୁରୀ ଆସୁଥିବା ବେଳେ ଦୁଇଟି ଇଂଜିନ ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ରେଳବାଇ ବୈଷୟିକ ଟିମର ମରାମତି କରିଥିଲେ । ଫଳରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular