ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଣ୍ଡ ଅଫ ଆଣ୍ଟି ଟ୍ୟାଙ୍କ ମିସାଇଲର ସଫଳ ଉତକ୍ଷେପଣ ଲାଗି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସମୁଦ୍ର ଉପକୂଳରୁ ଷ୍ଟାଣ୍ଡ ଅଫ ଆଣ୍ଟି ଟ୍ୟାଙ୍କ ମିସାଇଲର ଉତକ୍ଷେପଣ କରାଯାଇଥିଲା । ଆକାଶରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିଛି ସାଣ୍ଟ । ଏହାକୁ ଯୁଦ୍ଧବିମାନରୁ ଉତକ୍ଷେପଣ କରାଯିବା ପରେ ଲକ୍ଷ୍ୟଭେଦ କରିଥିଲା । ସାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୧୫ରୁ ୨୦ କିଲୋମିଟ ରହିଥିବା ବେଳେ ଏହାର ଓଜନ ୪୩ କିଲୋଗ୍ରାମ । ୧.୮୫ ମିଟର ଲମ୍ବର ସାଣ୍ଟରେ ୮ କେଜି ପର୍ୟ୍ୟନ୍ତ୍ର ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0