ଚଳିତ ବର୍ଷ ଆଇପିଏଲରେ ପଞ୍ଜାବ ଅଧିନାୟକ ରାହୁଲ କେବଳ ୯ଟି ମ୍ୟାଚ ଖେଳି ୫୨୫ରନ ସଂଗ୍ରହ କରିଛନ୍ତି । ଯାହାକି ଚଳିତ ବର୍ଷ ଆଇପିଏଲର ସର୍ବାଧିକ ରନ ସଂଗ୍ରହକାରୀ ଭାବେ ରାହୁଲ ଅରେଞ୍ଜ କ୍ୟାପର ହକଦାର ହୋଇପାରଥିଲେ। ତେବେ ସେ ଚଳିତ ବର୍ଷ ନୁହଁ ଲଗାତର ୩ ବର୍ଷ ହେଲା ଆଇପିଏଲରେ ୫୦୦ରୁ ଅଧିକ ରନ ସଂଗ୍ରହ କରି ଏକ ନୂଆ କୀର୍ତ୍ତୀମାନ ସ୍ଥାପନ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0