spot_img

ଅମିତ ମିଶ୍ରାଙ୍କ ସ୍ଥାନ ନେଲେ ଅମିତ ଦୁବେ

ପଞ୍ଜାବ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରାଙ୍କ ସ୍ଥାନ ନେଲେ ପ୍ରବୀଣ ଦୁବେ । ତେବେ ଆଙ୍ଗୁଠିରେ ଆଘାତ ଜନିତ କାରଣରୁ ଲେଗସ୍ଫିନର ଅମିତ ମିଶ୍ରା ଆଇପିଏଲରୁ ବାଦ ପଡିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular