ଆଜି ସୁନ୍ଦରଗଡରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ କରୋନା ଯୋଦ୍ଧା ଅଛନ୍ତି । ୩୭ ଜଣଙ୍କ ମଧ୍ୟରୁ ୩୫ ଜଣ ପୁଲିସ କର୍ମଚାରୀ, ଜଣେ ଡାକ୍ତର ଓ ଜଣେ ଷ୍ଟାଫ ନର୍ସ ଥିବା ସୂଚନା ମିଳିଛି । କରୋନା ଯୋଦ୍ଧାଙ୍କ ଭିତରୁ ୧୫ ଜଣ କୋଭିଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଆଉ ୨୨ ଜଣଙ୍କୁ ଘରୋଇ ସଂଗରୋଧରେ ରହିବାକୁ କୁହାଯାଇଛି । ସୁନ୍ଦରଗଡ ଜିଲ୍ଳାପାଳ ଆଜି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫କୁ ବୃଦ୍ଧି ପାଇଛି । ତେବେ ୩୧୮ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏବେ ଜିଲ୍ଲାରେ ୪୦୪ଟି ସକ୍ରିୟ ମାମଲା ରହିଛି ।
Out of the 52 cases reported, 6 are returnees, 7 are contacts of previous positive, 37 are COVID Warriors and two are local contact cases with symptoms. All are either shifted to COVID hospital Rourkela, COVID Health Centre, NTPC Hospital, Sundargarh or Home quarantined as per pic.twitter.com/UvAW05jHFB
— District Sundargarh (@DMSundargarh) July 14, 2020



Visitors Today : 3
Total Visitors : 130169
Total Views : 9891615
Visitors Online Now : 0