spot_img

ରାଜ୍ୟରେ ୧,୯୧୩ କରୋନା ପଜିଟିଭ, ୧୫ ମୃତ

ଆଜି ରାଜ୍ୟରେ ୧ ହଜାର ୯୧୩ କରୋନା ପଜିଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୧ହଜାର ୧୦୯ଜଣ ସଙ୍ଗରୋଧରୁ ରହିଥିବା ବେଳେ ୮୦୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ନୂତନ ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪କୁ ବୃଦ୍ଧି । ସେପଟେ ରାଜ୍ୟରେ ସକ୍ରିୟ ସଂକ୍ରମିତ ୧୯ ହଜାର ୯୩୨ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୨ ଲକ୍ଷ ୫୪ ହଜାର ୯୧୩ ଜଣ । ଆଜି ଦିନକରେ ୧୫ ମୃତ୍ୟୁକୁ ନେଇ ମୋଟ ମୃତ୍ୟୁ ସଂଖ୍ୟା ୧୧ ହଜାର ୯୬ କୁ ବୃ୍ଦ୍ଧି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular