spot_img

ଦଶହରା ପରେ ଓଡ଼ିଶାରେ ଶୀତ

ଦଶହରା ପରେ ଓଡ଼ିଶାରେ ଶୀତ ପଡ଼ିବ ।ଉପକୂଳ ଓଡ଼ିଶା ତୁଳନାରେ ପଶ୍ଚିମ ଓଡ଼ିଶାରେ ଆଗୁଆ ଥଣ୍ଡା ଆସିବ । ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ୨୬ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର ପଶ୍ଚିମ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ତେବେ ଉପକୂଳ ଓଡ଼ିଶା ଛାଡ଼ିବାକୁ ଅକ୍ଟୋବର ମାସ ଶେଷ ହୋଇଯିବ। ୨୯ କିମ୍ବା ୩୦ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular