spot_img

ନିଶାନ୍ତ ହେଲେ ବିଗବସର ୧୪ର ପ୍ରଥମ କ୍ୟାପଟେନ

ମୁମ୍ବାଇ: ୨ସପ୍ତାହପରେ ବିଗବସର ୧୪ର ଚୟନ ହୋଇଛି ପ୍ରଥମ କ୍ୟାପଟେନ । ନିଶାନ୍ତ ସିଂହ ମଲକାନି ହେଲେ ବିଗବସ ଘରର ପ୍ରଥମ କ୍ୟାପଟେନ ।

କ୍ୟାପଟେନ ପାଇଁ ନିଶାନ୍ତଙ୍କ ଅପୋଜିଟରେ ନିକି ତମ୍ବଲିଙ୍କୁ ଛିଡ଼ା କରାଯାଇଥିଲା । କିନ୍ତୁ ସବୁ ଟାକ୍ସକୁ ପାର କରିବା ପରେ ନିଶାନ୍ତଙ୍କୁ ଚୟନ କରାଯାଇଥିଲା ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular