ମୁମ୍ବାଇ: ଖୁବଶୀଘ୍ର ଓଟିଟିରେ ରିଲିଜ ହେବାକୁ ଯାଉଛି ଦେଶିଗାଲ ପ୍ରିୟଙ୍କା ଚୋପଡ଼ାଙ୍କ ଫିଲ୍ମ ‘ଦ ହ୍ୱାଇଟ ଡ଼ାଇଗର’ । ଫିଲ୍କରେ ପ୍ରିୟଙ୍କାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ଼ର ୟଙ୍ଗଷ୍ଟାର ରାଜକୁମାର ରାୱ ଓ ଆଦର୍ଶ ଗୌରବ । ଫିଲ୍କଟିର ନିଦେ୍ର୍ଦଶନା ଦେଇଛନ୍ତି ନିଦେ୍ର୍ଦଶକ ରମିନ ବହରନି ।

ଫିଲ୍କରେ ରାଜକୁମାର ରାୱଙ୍କ ସହ କାମକରି ପ୍ରିୟଙ୍କା ତାଙ୍କର ଫ୍ୟାନ ହୋଯାଇଛନ୍ତି । ଫିଲ୍କକୁ ନେଇ ପ୍ରିୟଙ୍କା କହିଛନ୍ତି ଏପରି ନିଆରା କାହାଣୀରେ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରୁଛି । ଫିଲ୍କରେ ନିଦେ୍ର୍ଦଶନା ଦେଇଛନ୍ତି ରମିନ ବହରନି । ରମିନ ବହରନି ଜଣେ ଆମେରିକାର ନିଦେ୍ର୍ଦଶକ ।

ସେ ପ୍ରଥମଥର ପାଇଁ ଭାରତ ଆସିଥିବା ନେଇ ନିଜର ଅନୁଭୁତି ମଧ୍ୟ ସେୟାର କରିଛନ୍ତି । କହିଛନ୍ତି ଭାରତରେ ପ୍ରଥମଥର ପାଇଁ କାମ କରିବାର ଅନୁଭୂତି ଏକ ନିଆର । ସୁଯୋଗ ମିଳିଲେ ସେ ଆହୁରୀ ମଧ୍ୟ ଫିଲ୍କ କରିବେ ବୋଲି ରମିନ ନିଷ୍ପତି ନେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0