ହାଇଦ୍ରାବାଦ: ସ୍ୱଦେଶୀ ବାୟୋଟେକ କମ୍ପାନୀ କରୋନା ଟିକା କୋଭାକ୍ସିନ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ କରିଛି । ଇତି ମଧ୍ୟରେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ବଜାରକୁ ଆସିବ ବୋଲି ବାୟୋଟେକ କମ୍ପାନୀ ସ୍ଫଷ୍ଟ କରିଛି । ତେବେ କୋଭାକ୍ସିନର ତୃତୀୟ ପରୀକ୍ଷଣ ପାଇଁ କିଛି ଦିନ ପୂର୍ବରୁ ଅନୁମତି ମିଳିଥିଲା । ଅନ୍ୟପଟେ ସରକାର ଯଦି ଜରୁରୀକାଳୀନ ଭିତ୍ତିରେ ଆଦେଶ ଦିଅନ୍ତି ତେବେ ଏହାକୁ ସମୟ ପୂର୍ବରୁ ବି ବଜାରକୁ ଛଡାଯାଇପାରେ ବୋଲି ବାୟୋଟେକର କାର୍ଯ୍ୟନିର୍ବାହୀ ନିର୍ଦେଶକ ସାଇ ପ୍ରସାଦ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0