ଅନୁଗୁଳ : ଆଜି ସକାଳ ପ୍ରାୟ ସାଢେ଼ ୭ଟା ବେଳେ ଅନୁଗୁଳ ଜିଲ୍ଲାର କଣିହାଁ ଥାନା ଅନ୍ତର୍ଗତ ବଡତ୍ରିବିଡ଼ା ଗ୍ରାମରେ ଏକ ବାରହା ଆକ୍ରମଣରେ ୪ଜଣ ଆହତ ହୋଇଥିବାର ଖବର ମିଳିଛି। ଆହତମାନକୁ ଚିକିତ୍ସାପାଇଁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ଲୋକମାନେ ବଗିଚାରେ କାମ କରୁଥିବା ବେଳେ ବାରହାଟି ହଠାତ ଗାଁ ଭିତରକୁ ପଶି ଆସି ଲୋକମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲା।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0