spot_img

୫୩ ହଜାର ୩୭୦ନୂଆ ଆକ୍ରାନ୍ତ, ୬୫୦ ମୃତ

ଦେଶରେ ଦୈନିକ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬ କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୭୮ ଲକ୍ଷ ୧୪ ହଜାର ୬୮୨ । ଗତ ୨୪ ଘଣ୍ଟାରେ ୫୩ ହଜାର ୩୭୦ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦିନକରେ ୬୫୦ ଜଣଙ୍କର କରୋନାରେ ମୃତୁ୍ୟ ଘଟିଛି । ଆଶ୍ୱାସନାର ବିଷୟ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଲେଣି ୭୦ ଲକ୍ଷ ୧୬ ହଜାର ୪୬ ଜଣ । ସେପଟେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ଲକ୍ଷ ୮୦ ହଜାର ୬୮୦ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular