spot_img

ଆଇଏନଏସର ସଫଳ ପରୀକ୍ଷଣ

ପୁଣି ଶକ୍ତି ପ୍ରଦର୍ଶନ କଲା ଭାରତ । ଶତ୍ରୁପକ୍ଷର ଯୁଦ୍ଧ ଜାହାଜକୁ ଧ୍ୱଂସ କରିପାରୁଥିବା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଆମ ନୌସେନା । ଆଇଏନଏସ ପ୍ରବଳରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିଲା, ଆଉ ଏହା ସଠିକ ଭାବେ ନିଜ ଲକ୍ଷ୍ୟଭେଦ କରିଥିଲା । ଆରବ ସାଗରରେ ଏହି ପରୀକ୍ଷଣ କରାଯାଇଥିଲା । ଚୀନ୍ ସହ ଲଦାଖରେ ଉତ୍ତେଜନା ଜାରି ରହିଥିବା ବେଳେ ଦେଶର ତିନି ସେନା ସତର୍କ ଓ ସଜାଗ ରହିଛନ୍ତି । ଚୀନର କୌଣସି ପ୍ରକାର ଚାଲକୁ ଜବାବ ଦେବାକୁ ତିନି ସେନା ପ୍ରସ୍ତୁତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular