spot_img

ବିବାହ ବନ୍ଧନରେ ବାନ୍ଧି ହେଲେ ନେହୁପ୍ରୀତ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ନେହୁପ୍ରୀତଙ୍କ ବାହାଘର ଭିଡ଼ିଓ । ଆସନ୍ତାକାଲି ଗୁରୁଦ୍ୱାରରେ ଶିଖ ରୀତିନୀତି ସହ ବିବାହ କରିଛନ୍ତି ବଲିଡ଼ଉ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତ ସିଂହ ।

ବିବାହ ବେଳେ ନେହା ଓ ରୋହନପ୍ରୀତ ଫିଙ୍କ ଆଉଟଫିଟରେ ନଜର ଆସିଥିଲେ । ପୂର୍ବରୁ ନେହାଙ୍କ ହଳଦି ଓ ମେହେନ୍ଦି ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

ଏବେ ଯେତେବେଳେ ବାହାଘର ଶେଷ ହୋଛି ରିସେପସନ ପ୍ରସ୍ତୁତି ଆରମ୍ଭ ହୋଇଛି। ବାହାଘରର ଗ୍ରାଣ୍ଡ ରିସେପସନ ପଞ୍ଜାବରେ ଆୟୋଜନ ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular