ଭୁବନେଶ୍ୱର: କରୋନା ଟିକାକୁ ନେଇ ଚାଲିଥିବା ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବଡ ବୟାନ ଦେଇଛନ୍ତି। କେବଳ ବିହାର ନୁହେଁ, ସାରା ଦେଶରେ ମାଗଣାରେ କରୋନା ଟିକା ଦିଆଯିବ ବୋଲି ସେ କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିବା ସହ ପାଣ୍ଠିର ମଧ୍ୟ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।ବିହାରରେ ମାଗଣାରେ ଟିକା ଦେବାକୁ ବିଜେପିର ଇସ୍ତାହାରରେ ଘୋଷଣା କରାଯିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ କହିଛନ୍ତି ଯେ, ସେଠି ନିର୍ବାଚନ ଥିବାରୁ ଇସ୍ତାହାର ପ୍ରକାଶ କରାଯାଇଛି । କିନ୍ତୁ ସାରା ଦେଶରେ ମାଗଣାରେ କରୋନା ଟିକା ଦିଆଯିବ ଜ୍ଝ



Visitors Today : 0
Total Visitors : 130433
Total Views : 9891964
Visitors Online Now : 0