spot_img

ବିବାହପରେ ସାମ୍ନାକୁ ଆସିଲା ନେହୁପ୍ରୀତଙ୍କ ପ୍ରଥମ ଫଟୋ

ମୁମ୍ବାଇ : ବଲିଉଡ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତ ସିଂ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିଲ୍ଲୀର ଏକ ଗୁରୁଦ୍ୱାରାରେ ୨୪ ଅକ୍ଟୋବରରେ ସେମାନଙ୍କ ବିବାହ ବଡ଼ ଧୁମଧାମରେ ସମ୍ପନ୍ନ ହୋଇଛି। ବିବାହ ପରେ ଏବେ ନେହା ଓ ରୋହନପ୍ରୀତଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏଥିରେ ଉଭୟ ବହୁତ ସୁନ୍ଦର ଦେଖାଯାଉଛନ୍ତି। । ପାରମ୍ପରିକ ଆଉଟଫିଟରେ ନଜର ଆସଲେ ମିସେସ ନେହା କକ୍କର । ଫଟୋରେ ନେହା ହାତରେ ଚୁଡ଼ା ସହ ଗ୍ରୀନ ରଙ୍ଗର ସୁଟ ପିନ୍ଧଥିଲେ ।

ସେହିପରି ରୋହନ ମଧ୍ୟ ବ୍ଲାକ ରଙ୍ଗର କାଜୁକାଲ ଟ୍ରାକସୁଟ ରେ ନଜର ଆସିଥିଲେ । ରିପୋର୍ଟ ମୁତାବକ ଦୁହିଁଙ୍କର ଏହି ଫଟୋ ହୋଟେଲରୁ ଚେକଆଉଟ କରିବା ସମୟରେ ଉଠାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular