ମୁମ୍ବାଇ : ୪୪ ବର୍ଷରେ ପାଦଦେଲେ ବଲିଉଡର ଟପ ମଡ଼େଲର ଓ ଅଭିନେତ୍ରୀ ପୂଜା ବତରା । ସେ ୧୯୭୬ ଆଜିର ଦିନରେ ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ପୂଜା ବଲିଉଡ଼ରେ କାମ କରିବା ପୂର୍ବରୁ ଜଣେ ମଡ଼େଲର ଭାବେ କାମକରୁଥିଲେ ।

୧୯୯୩ରେ ଫେମିନା ମିସ ଇଣ୍ଡିଆ ଇଣ୍ଟଟରନ୍ୟାସନାଲର ଆୱାଡ଼ ମଧ୍ୟ ପାଇଥିଲେ । ଆମେରିକା ସାମ୍ପୁ ହେଡ଼ ଏଣ୍ଡ ସୋଲଡ଼ର ବିଜ୍ଞାପନରେ ମଡ଼େଲର ଭାବେ ଭାରତରେ ପ୍ରଥମ ସେ ଏହି ଆର୍ଡ଼ କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0