spot_img

ବିବାହ ପରେ ମୁମ୍ବାଇ ଫେରିଲେ ନେହୁପ୍ରୀତ

ମୁମ୍ବାଇ: ବିବାହ ପରେ ମୁମ୍ବାଇ ଫେରିଲେ ନବଦମ୍ପତ୍ତି । ସ୍ୱାମୀ ରୋହନପ୍ରୀତଙ୍କ ସହ ଏୟାରପୋର୍ଟ ରେ ପହଞ୍ଚିଲେ ନେହା କକ୍କର । ବିବାହପରେ ପ୍ରଥମଥର ପାଇଁ ୱଷ୍ଟେନ ଲୁକରେ ନଜର ଆସିଲେ ନେହା ।

ଫଟୋରେ ନେହା ହ୍ୱାଇଟ କଲର କ୍ରପଟପ ସହ ମ୍ୟାଚିଙ୍ଗ ଫ୍ଲାରେଡ଼ ପ୍ୟାଣ୍ଟପିନ୍ଧିଥିଲେ । ସେହିପରି ରୋହନ ମଧ୍ୟ ହ୍ୱାଇଟ ଟିସାଟ ସହ ରଙ୍ଗର ପ୍ୟାଣ୍ଟରେ ନଜର ଆସିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular