ବୁ୍ୟରୋ ରିପୋର୍ଟ: ସେହିପରି ୩୦ ତାରିଖରେ ତିର୍ତ୍ତୋଲ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଭର୍ଚ୍ଚୁଆଲ୍ ରାଲିରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧିତ କରିଥିଲେ ଧର୍ମେନ୍ଦ୍ର । ସେପଟେ କଂଗ୍ରେସ ମଧ୍ୟ କରୁଛି ଡୋର ଟୁ ଡୋର କ୍ୟାମ୍ପେନ । ନଭେମ୍ବର ୩ରେ ଦୁଇଟି ଆସନରେ ହେବ ଭୋଟ ।

ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦ୍ୱିତୀୟ ଥର ପାଇଁ ବାଲେଶ୍ୱରରେ ପ୍ରଚାର କରିଛନ୍ତି । ସେ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ରାସ୍ତା କଡ ଦୋକାନରେ ଚା ପିଇବା ସହ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ ରାଲିକୁ କଟାକ୍ଷ କରିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0