spot_img

ଗଣତନ୍ତ୍ରର ଏ ପର୍ବର ନିଜର ଭାଗିଦାରୀକୁ ସୁନିଶ୍ଚିନ୍ତ କରାନ୍ତୁ: ପ୍ରଧାନମନ୍ତ୍ରୀ

ବିହାର: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ମୁଁ ଅନୁରୋଧ କରୁଛି ଯେ ସମସ୍ତେ କରୋନା ନିୟମ ପାଳନ କରନ୍ତୁ । ଗଣତନ୍ତ୍ରର ଏ ପର୍ବର ନିଜର ଭାଗିଦାରୀକୁ ସୁନିଶ୍ଚିନ୍ତ କରାନ୍ତୁ । ଦୁଇଗଜ ଦୂରତା ରକ୍ଷା କରନ୍ତୁ, ମାସ୍କ ପିନ୍ଧନ୍ତୁ । ଏହା ସହ ମନେ ରଖନ୍ତୁ ପ୍ରଥମେ ମତଦାନ ପରେ ଜଳପାନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular