spot_img

ଚର୍ଚ୍ଚାରେ କପିଲ ଶର୍ମା ସୋର ପ୍ରମୋ ଭିଡ଼ିଓ

ମୁମ୍ବାଇ: ସୋସିଆଲ ମିଡ଼ିଆରେ ଭାୟରାଲ ହେଉଛି ପପୁଲାର କମେଡ଼ି ରିୟାଲିଟ ସୋ କପିଲ ଶର୍ମା ସୋର ଏକ ପ୍ରମୋ ଭିଡ଼ିଓ । ଭିଡ଼ିଓରେ କପିଲ ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କୁ ଟଙ୍କା ଗଣିବାର ଏକ ମେସିନ ଗିଫ୍ଟ କରୁଛନ୍ତି । କପିଲଙ୍କ ଏପରି ଗିପ୍ଟ ଦେଖି ଅକ୍ଷୟ କୁମାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସେ କପିଲଙ୍କୁ ମଧ୍ୟ କମେଣ୍ଟକରି କହିଛନ୍ତି ଏହି ମେସିନ କପିଲ ନିଜ ଘରୁ ଆଣିଛି । ଆହୁରୀ ମଧ୍ୟ କହିଛନ୍ତି ଇଣ୍ଡଷ୍ଟ୍ରିର ଅଧା ପଇସା କପିଲ ନେଇଯାଉଛି । ଅକ୍ଷୟଙ୍କ ଏପରି କଥା ଉପସ୍ଥିତ ଥିବା ଦର୍ଶକ ଶୁବ ଏଣ୍ଟରଟେନ ମେଣ୍ଟ କରିଛି । ସୂଚନାଅନୁଯାୟୀ ନିକଟରେ ଓଟିଟିରେ ରିଲିଜ ହୋବୁଯାଉଛି ଫିଲ୍ମ ଲକ୍ଷ୍ମ ବମ । ଯାହାର ପ୍ରୋମସନ ପାଇଁ କପିଲ ଶର୍ମା ସୋରେ ପହଞ୍ଚିଥିଲେ ଅକ୍ଷୟ କୁମାର ଓ କିୟାର ଆଡ଼ଭାନି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular