spot_img

ବିଲରେ ଦା ଧରି ଧାନ କାଟିଲେ ବିଧାୟକ

ନବରଙ୍ଗପୁର: ବିଲରେ ଦା ଧରି ଧାନ କାଟିଲେ ବିଧାୟକ । ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ନିଜ ପତ୍ନୀଙ୍କ ସହ ଧାନ କାଟୁଥିବା ଦେଖିବାକୁ ମିଳିଛି । ସେ ଚାଷୀ ପରିବାରରେ ଜନ୍ମ । ପେଷାରେ ଜଣେ ଓକିଲ ମଧ୍ୟ । ତଥାପି ତାଙ୍କର ଚାଷ କାମ ପ୍ରତି ରହିଛି ଦୁର୍ବଳତା । ଲୋକେ ତାଙ୍କୁ ଜନପ୍ରତିନିଧି ଭାବେ ବାଛିଛନ୍ତି ତଥାପି ସେ କୌଳିକ ବୃତ୍ତିକୁ ଛାଡିପାରିବେ ନାହିଁ ବୋଲି କହିଛନ୍ତି ନିତ୍ୟାନନ୍ଦ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular