spot_img

CSK VS KKR

ଆବୁଧାବି:ଚଳିତ ବର୍ଷ ଆଇପିଏଲର ସଂସ୍କରଣ-୧୩ ର ଆଜି ୪୯ତମ ମ୍ୟାଚ । କଲିକତା ନାଇଟ ରାଇଡର୍ସକୁ ହରାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଆଜି ଚେନ୍ନାଇ । ତେବେ ଚେନ୍ନାଇ ସୁପରକିଙ୍ଗସ ପ୍ଲେ ଅଫରୁ ବାଦ ପଡିଥିବା ବେଳେ କଲିକତା ନଇଟ ରାଇର୍ଡସ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular