ମୁମ୍ବାଇ: ବିବାଦରେ ଅକ୍ଷୟଙ୍କ ଅପକମିଙ୍ଗ ଫିଲ୍ମ ଲକ୍ଷ୍ମୀ ବମ । ବିବାଦ ପରେ ଫିଲ୍ମର ଟାଇଟଲ ପରିବର୍ତ୍ତନ କରାଯାଇ ଲକ୍ଷ୍ମୀ ରଖାଯାଇଛି । ତେବେ ଫିଲ୍ମର ନାମ ପରିବର୍ତ୍ତନ ହୋଇଥିବା ନେଇ ନିର୍ଦେଶକ ରାଘବ ଲରେନ୍ସ କହିଛନ୍ତି ।

ତେବେ ପୂର୍ବରୁ ‘ଲକ୍ଷ୍ମୀ ବମ୍’ ଟାଇଟଲ୍କୁ ନେଇ ଦର୍ଶକ ଟ୍ରୋଲ୍ କରିଥିଲେ । ପରେ ଏହି ଫିଲ୍ମ ଲଭ୍ ଜିହାଦକୁ ପ୍ରୋତ୍ସାହନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଧିରେ ଧିରେ ‘ଲକ୍ଷ୍ମୀ ବମ୍’କୁ ନେଇ ବିବାଦ ଉଗ୍ରରୂପ ନେଇଥିଲା।ତେବେ ପୂର୍ବରୁ ‘ଲକ୍ଷ୍ମୀ ବମ୍’ ଟାଇଟଲ୍କୁ ନେଇ ଦର୍ଶକ ଟ୍ରୋଲ୍ କରିଥିଲେ ।
ପରେ ଏହି ଫିଲ୍ମ ଲଭ୍ ଜିହାଦକୁ ପ୍ରୋତ୍ସାହନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଧିରେ ଧିରେ ‘ଲକ୍ଷ୍ମୀ ବମ୍’କୁ ନେଇ ବିବାଦ ଉଗ୍ରରୂପ ନେଇଥିଲା।



Visitors Today : 3
Total Visitors : 130184
Total Views : 9891636
Visitors Online Now : 1