ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବସଷ୍ଟାଣ୍ଡ ମୁଖ୍ୟରାସ୍ତା ଉପରେ ଜଣେ ବିଧବା ଯୁବତୀ ଆଜି ଧାରୁଆ ବ୍ଲେଡ଼ରେ ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତର ଆହତ ମହିଳା ଜଣକ ହେଉଛନ୍ତି, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ନନ୍ଦିନୀ ଗ୍ରାମର ଦୁଃଖୀ ବେହେରା । ଦୁଃଖୀଙ୍କୁ ଭଞ୍ଜନଗର ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏଯାଏ ସ୍ପଷ୍ଟ ହୋଇପାରିନି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0