ଆବୁଧାବି : ମୁମ୍ବାଇ ଦଳର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାରଙ୍କ ପ୍ରତି କୋହଲିଙ୍କ ଆଚରଣକୁ ନେଇ ଟ୍ୱିଟରେ ଜଡ ଦେଖିବା ପାଇଁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ କୋହଲି ଏପରି ଆଚରଣ ଦେଖାଇଥିଲେ । ତେବେ ଏହି ମ୍ୟାଚର ହିରୋ ସୂର୍ଯ୍ୟକୁମାରଙ୍କ ଲୟକୁ ବିଗାଡିବା ପାଇଁ କୋହଲି ଏପରି ଚେଷ୍ଟା କରିଥିଲେ । ଏହି ଫୋଟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଟ୍ୱିଟରରେ ଝଡ ଦେଖିବା ପାଇଁ ମିଳିଥିଲା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0