ଆବୁଧାବି : କଲିକତା ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସର ନାଟକୀୟ ବିଜୟ । ଅନ୍ତିମ ଓଭରରେ ଜାଡେଜା ଧୁଆଁଧାର ବ୍ୟାଟିଂ କରି ସିଏସକେ ଦଳକୁ ବିଜୟ ଭେଟି ଦେଇଛନ୍ତି । ଅନ୍ୟପଟେ କଲିକତା ଏବେ ବି ପ୍ଲେ ଅଫ ଦୌଡରେ ଥିଲେ ମଧ୍ୟ ଏହି ପର୍ଯ୍ୟାୟକୁ ଯିବା ପାଇଁ ଶେଷ ମ୍ୟାଚକୁ ବଡ ବ୍ୟବଧାନରେ ଜିତିବା ପାଇଁ ପଡିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0