spot_img

୩୭ ବର୍ଷରେ ପାଦ ଦେଲେ ବଲିଉଡ଼ ଡ଼ାନ୍ସ କୋରିଓଗ୍ରାଫର ଧର୍ମେଶ

୩୭ ବର୍ଷରେ ପାଦ ଦେଲେ ବଲିଉଡ଼ ଚର୍ଚ୍ଚିତ ଡ଼ାନ୍ସ କୋରିଓଗ୍ରାଫର ଧର୍ମେଶ । ସେ ୧୯୮୩ ଆଜିର ଦିନରେ ଗୁଜରାଟ ଠାରେ ଜନ୍ମ ଗ୍ରହଣ କରିଥିଲେ ।

ରିୟାଲିଟ ସୋ ଡ୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସରେ ପ୍ରଥମ ରନରଅପ ଥିଲେ । ରିୟାଲିଟ ସୋ ଡ଼ାନ୍ସ ପ୍ଲସର ମେଣ୍ଟର ଭାବେ ନଜର ଆସୁଛନ୍ତି ଧର୍ମେଶ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular