spot_img

ଚର୍ଚ୍ଚାରେ ବଲିଉଡ଼ ଅଭିନେତା କୁନାଲ ଖେମୁଙ୍କ ଟାଇଗର ଟାଟୁ

ଚର୍ଚ୍ଚାରେ ବଲିଉଡ଼ ଅଭିନେତା କୁନାଲ ଖେମୁଙ୍କ ଟାଇଗର ଟାଟୁ । କୁନାଲ ଏହି ଟାଟୁର ଏକ ଭିଡ଼ିଓ ଓ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡ଼ିଓରେ କୁନାଲ ଗୋଡ଼ରେ ଏକ ବାଘର ଟାଟୁ କରିଥିବା ଦେଖିବାକୁ ମିଳିଛି।

ଏହି ଟାଟୁର ଖାସ କଥା ହେଉଛି ଏହାକୁ ବନାଇବାରେ ପ୍ରାୟ ୩୦ ଘଣ୍ଟା ସମୟ ଲାଗିଛି । ଯାହାକୁ ତାଙ୍କ ସେଲିବ୍ରିଟି ସାଙ୍ଗ ଏବଂ ଫ୍ୟାନମାନେ ଖୁବ ପସନ୍ଦ କରିଛନ୍ତି।

ତେବେ ଟାଟୁ ପ୍ରିୟ କୁନାଲ କିଛି ଦିନ ପୂର୍ବରୁ ଝିଅ ଇନାୟାର ନାଁର ଏକ ଟାଟୁ ନିଜ ଛାତିରେ ବନାଇଥିଲେ । ଯାହାକୁ ସେ ବହୁତ ଖାସ ବୋଲି କହି ସେୟାର କରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular