ଦେଶରେ ଦୈନିକ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୨୧ହଜାର ୬୪୧କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୮୧ଲକ୍ଷ ୩୭ହଜାର ୧୧୯ । ଗତ ୨୪ ଘଣ୍ଟାରେ ୪୮ ହଜାର ୨୬୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦିନକରେ ୫୫୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଆଶ୍ୱାସନାର ବିଷୟ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଲେଣି ୭୪ ଲକ୍ଷ ୩୨ ହଜାର ୮୨୯ ଜଣ । ଜାତୀୟ ସୁସ୍ଥ ହାର ୯୧ ପ୍ରତିଶତ ରହିଥିବା ବେଳେ ମୃତୁ୍ୟ ହାର ୧.୪୯ ପ୍ରତିଶତ ରହିଛି ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 0