ଭୁବନେଶ୍ୱର: ରାଜଧାନୀରେ ଅବସ୍ଥିତ ଏକାମ୍ର କ୍ଷେତ୍ରର ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ତେବେ ଆଜି ଭୋର ସମୟରେ ଭିକେ ପାଣ୍ଡିଆନ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନତିମୂଳକ କାମର ସମୀକ୍ଷା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ବେଳେ ସମସ୍ତ ଜମି ଅଧିଗ୍ରହଣ କାମ ନଭେମ୍ବର ସୁଦ୍ଧା ସରିବ ବୋଲି ଜଣାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0