spot_img

ବିରୋଧୀ ଦଳ ଉପରେ ବର୍ଷିଲେ ରାଜନାଥ ସିଂହ

ଭାଗଲପୁର: ବିରୋଧୀ ଦଳ ଉପରେ ବର୍ଷିଲେ ରାଜନାଥ ସିଂହ । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ବିରୋଧୀ ଦଳ ନେତାମାନେ ପରୋକ୍ଷ ଭାବେ ପାକିସ୍ଥାନକୁ ଶକ୍ତିଶାଳୀ କରୁଛନ୍ତି । ପୁଲୱାମା ଘଟଣାର ସତ୍ୟତା ବିରୋଧୀଦଳ ଚୁପ କରିଦେଇଛି । ପାକିସ୍ଥାନ ମନ୍ତ୍ରୀ ପୁଲୱାମା ଘଟଣାରେ ଇସଲାମାବାଦର ସଂପୃକ୍ତିକୁ ସ୍ୱୀକାର କରିଛନ୍ତି । ଏପରି ଏହା ସହ ପାକିସ୍ଥାନ ମନ୍ତ୍ରୀଙ୍କର ମନ୍ତବ୍ୟ ଜନସାଧାରଣଙ୍କୁ ନିରବ କରିଦେଇଛି । ଏକ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଏବେ ରାଜନାଥ ସିଂହ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular