spot_img

ବ୍ରାଉନସୁଗାର ଲିଙ୍କରେ ଉଠାଇନେଲା ଏସଟିଏଫ

ଜଳେଶ୍ବର: ଜଳେଶ୍ବରରେ କ୍ରାଇମବ୍ରାଞ୍ଚ STF ର ଚଢ଼ାଉ । ବ୍ରାଉନସୁଗାର କାରବାର ଲିଙ୍କ ଅଭିଯୋଗରେ ବାଲେଶ୍ବର ଜଳେଶ୍ବରରେ କ୍ରାଇମବ୍ରାଞ୍ଚ STF ଏବଂ ପୁରୀ ପୋଲିସ ସ୍ପେଶାଲ ସ୍କ୍ବାଡର ମିଳିତ ଚଢ଼ାଉ କରିି ୬ ଜଣଙ୍କୁ ଉଠାଇ ନେଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular