spot_img

ଅଭିନେତା ଭିଭାନ ଶାହାଙ୍କୁ କରୋନା

ମୁମ୍ବାଇ :କରୋନା ସଂକ୍ରମିତ ହେଲେ ବଲିଉଡ଼ ଅଭିନେତା ନାସାରୁଦ୍ଦିନ ଶାହାଙ୍କ ପୁଅ ଭିଭାନ ଶାହା । ଭିଭାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ଯେଉଁଥିରେ ସେ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସେ ଆଇସୋଲେସନରେ ରେ ଚିକିତ୍ସା ହେଉଛନ୍ତି । ଭିଭାନ ଶାହ କିଛି ଦିନ ହେବ ନିଜ ଓ୍ବେବ୍ ସିରିଜ ‘ଏ ସୁଟେବଲ୍ ବୟ’ର ପ୍ରମୋସନରେ ବ୍ୟସ୍ତ ଥିଲେ। ଏବେ ସୂଚନା ମିଳିଛି ଯେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular