spot_img

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପୋଲିସ ସାମ୍ନାରେ ଆକ୍ରମଣ

ବାଲିପାଟଣା : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପୁଲିସ ସାମନାରେ ହଣାହଣି, ୧୨ ଆହତ, ୩ ଗୁରୁତର । ବାଲିପାଟଣା ଥାନା ମାର୍ଥାପୁର ଗାଁରେ ଗତ ରାତିରେ ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ହଣାକଟା ହୋଇଛି । ପୋଲିସ ପିସିଆର ଭ୍ୟାନ ସାମନାରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିଛନ୍ତି । ଆହତମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବାବେଳେ ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular