spot_img

ଭାରସାମ୍ୟ ହରାଇ ଓଲଟିଲା ଅଟୋ

ଭୁବନ ଢେଙ୍କାନାଳ ଜିଲ୍ଲା ଭୁବନ ଜାତୀୟ ରାଜପଥ ୫୩ ଶାମଳ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣାରେ ଅଟୋ ଚାଳକ ଓ ଯାତ୍ରୀ ଗୁରୁତର ହୋଇଛନ୍ତି । ଶିବ ମଳିକ ୭୦ ବର୍ଷ ଭୁବନରୁ ଏକ ଅଟୋ ଭଡାକରି ନିଜ ଘର ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁରକୁ ଯାଉଥିଲେ । ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା । ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଉଭୟ ଗୁରୁତରଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ଅଟୋ ଚାଳକଙ୍କର ପରିଚୟ ମିଳି ପାରିନାହିଁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular