spot_img

ଭିଜିଲାନ୍ସ ଜାଲରେ ଫରେଷ୍ଟଗାର୍ଡ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଫରେଷ୍ଟଗାର୍ଡ। ୩୬ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଜାଲରେ ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁସାରେ ବନ ସୁରକ୍ଷା ସମିତିର ବିଲ୍ ପାସ୍ କରାଇ ଦେବା ପାଇଁ ଟଙ୍କା ନେଉଥିଲେ। ଏହି ଘଟଣା ସଂପର୍କରେ ଭିଜିଲାନ୍ନ ଜାଣି ପାରିଥିଲେ। ସମ୍ବଲପୁର ସଦର ରେଞ୍ଜ ଜୁଜୁମୁରା ଅଞ୍ଚଳର ଫରେଷ୍ଟଗାର୍ଡ ହେଉଛନ୍ତି ମଧୁସ୍ମିତା।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular