ମୁମ୍ବାଇ : ଖୁବଶୀଘ୍ର ବଲିଉଡ଼ରେ ଏଣ୍ଟ୍ରି କରିବେ ସୈଫ ଅଲ୍ଲୀଙ୍କ ପୁଅ ଇବ୍ରାହିମ ଅଲ୍ଲୀ । ନିଜେ ସୈଫ ଏହି କଥାର ମୋହର ଲଗାଇଛନ୍ତି । ପୂର୍ବରୁ ଝିଅ ସାରା ବଲିଉରେ ଏଣ୍ଟ୍ରି କରିସାରିଥିଲେ । ଏବେ ପୁଅ ଏଣ୍ଟ୍ରିକୁ ସ୍ୱାଗତ କରିଛନ୍ତି ସୈଫ ।

ସୈଫଙ୍କ କହିବା ମୁତାବକ, ତାଙ୍କ ଇଚ୍ଛା ଯେ, ବଲିଉଡରେ ଏଣ୍ଟ୍ରି କରନ୍ତୁ। ସେ ଦୁହିଁଙ୍କୁ ସାରା ଏବଂ ଇବ୍ରାହିମଙ୍କୁ ଆକ୍ଟିଂ ଦୁନିଆରେ ଦେଖିବାକୁ ଚାହୁଁଛନ୍ତି। ଏହାଛଡା, କେବଳ ବଲିଉଡରେ ନୁହେଁ ବରଂ କ୍ରିକେଟ ଖେଳିବାକୁ ବହୁତ ପସନ୍ଦ କରି ଇବ୍ରାହିମ।

କିନ୍ତୁ ଇବ୍ରାହିମଙ୍କୁ କ୍ରିକେଟ ଏବଂ ଆକ୍ଟିଂ ଫିଲ୍ଡ ଚୟନ କରିବାକୁ କୁହାଯାଇଥିବାରୁ ସେ ଆକ୍ଟିଂରେ କାରିଅର କରିବେ ବୋଲି କହିଥିଲେ। ଏବେ କେଉଁ ଫିଲ୍କରେ ଡେବ୍ୟୁ କରିବେ ଇବ୍ରାହିମ ତାହା ଏବେ ଦେଖିବାକୁ ବାକି ରହିଲା ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0