ମୁମ୍ବାଇ: ସୁଟିଂ ରେ ବିଜି ଅଛନ୍ତି ବଲିଉଡ଼ର ରୋମାଣ୍ଟିକ ବୟେ ସାହିଦ କପୁର । ନିଜର ଅପକମିଙ୍ଗ ଫିଲ୍କ ‘ଜର୍ସି’କୁ ନେଇ ସେ ଖୁବ ମେହେନତ କରୁଛନ୍ତି । ଫିଲ୍କରେ ସାହିଦ ଏକ କ୍ରିକେଟର ଭୂମିକାରେ ନଜର ଆସିବେ ।

ଏନେଇ ସେ ସୁଟିଂର କିଛି ମୂହୁର୍ତ୍ତତ୍ତ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫୋଟ ସେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି ହାସଟ୍ୟାଗ ଜର୍ସି ପ୍ରିପ୍ୟାରେସନ , ଦେ ଦନା ଦନ । ସାହିଦଙ୍କର ଏହି କଠିନ ପରିଶ୍ରମ ଦେଖି ତାଙ୍କ ପ୍ୟାନ୍ସମାନେ ଅନେକ ପ୍ରଶଂସା କରିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0