spot_img

ଲାଲଗଡରେ ଡିଜିପି ଅଭୟ

ମାଲକାନଗିରି: ଲାଲଗଡରେ ପହଁଞ୍ଚିଛନ୍ତି ପୋଲିସ୍ ଡିଜିପି ଅଭୟ । ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ପହଁଞ୍ଚି ଗୋରାସେତୁ ବିଏସଏଫ କ୍ୟାମ୍ପରେ ମାଓ ଗତିବିଧିର ସମୀକ୍ଷା କରିଛନ୍ତି ଡିଜି । କାଲି ସ୍ୱାଭିମାନ ଅଞ୍ଚଳରେ ପଇଁତରା ମାରୁଥିଲା ବାୟୁସେନା ହେଲିକପ୍ଟର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular