ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଫିକା ପଡିବ ମାଆଙ୍କ ପୂଜା । କେବଳ ମା ଭଦ୍ରକାଳୀ ନୁହେଁ ଜିଲ୍ଲାର ସମସ୍ତ ମଣ୍ଡପରେ ମଧ୍ୟ ପୂଜା ଫିକା ପଡିବ । ଭଦ୍ରକର ଐତିହାସିକ କାଳିପୂଜା ରାଜ୍ୟର ବେଶ ପ୍ରସିଦ୍ଧି ଲାଭ କରିଛି । ଶୁଭାଧିବାସ, ମାନସିକ ଧାରୀ କଳସ ଶୋଭାଯାତ୍ରା , ଘଟସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ଵ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହେବ ମା ଙ୍କର ସପ୍ତ ଦିବସ ବ୍ୟାପି ବିଶେଷ ପୂଜା ରୀତିନୀତି।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0