spot_img

ଫିଲ୍ମ ‘ପଠାନ’ କୁ ନେଇ ଦୀପିକାଙ୍କ ହାଇ ଡିମାଣ୍ଡ

ଫିଲ୍ମ ‘ପଠାନ’ରେ ନଜର ଆସିବେ ବଳିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ । ଏନେଇ ଦୀପିକ ୧୫ କୋଟି ଟଙ୍କା ଚାର୍ଜ କରିଥିବାର ଜଣାପଡ଼ିଛି । ଫିଲ୍ମର ସୁଟିଂ ଚଳିତମାସରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ଦୀପିକାଙ୍କ ଅପଜିଟରେ କିଙ୍ଗଖାନ ଶାହାରୁଖ ଖାନ ନଜର ଆସିବେ ।

ପୂର୍ବରୁ ଦୁହେଁ ଓମ ଶାନ୍ତି ଓମ ଓ ଚେନ୍ନାଇ ଏକ୍ସପ୍ରେସ ଫିଲ୍ମରେ ନଜର ଆସିଥିଲେ । ଅନ୍ୟପଟେ ଦୀପିକା ଏବେ ଗୋଆରେ ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular