spot_img

କଟକରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

କଟକ : କଟକ ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରି ୩ଜଣଙ୍କୁ ଅଟକ ରଖିଛି ପୁଲିସ। । ଜଗତପୁର ଅଞ୍ଚଳର ପଦ୍ମପୁର, ମହାଜନପୁର ଓ ତ୍ରିଲୋଚନପୁରରେ କମିସନରେଟ ପୁଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular