spot_img

ସ୍ୱାସ୍ଥ୍ୟ ପାଇଁ ଅତି ଲାଭକାରୀ ଜାମୁକୋଳି, ଜାଣନ୍ତୁ କ’ଣ ରହିଛି ଏହାର ଉପକାରିତା

ବିଭିନ୍ନ ଫଳରେ ବିଭିନ୍ନ ଉପକାରିତା ରହିଥାଏ । ଫଳ ଦେହ ପାଇଁ ସ୍ୱସ୍ଥ୍ୟକାର ହୋଇଥାଏ । କିନ୍ତୁ ଏଠାରେ ଆମେ ଜାମୁକୋଳି ଖାଇବା ଦ୍ୱାରା ଆମ ପାଇଁ କ’ଣ ଉପକାରି ହୋଇଥାଏ ଆସନ୍ତୁ ଜାଣିବା । ସାଧାରଣତଃ ବର୍ଷା ଦିନେ ଜାମୁକୋଳି ପ୍ରବଳ ମାତ୍ରାରେ ମିଳିଥାଏ । ଏହା ଦେଖିବାକୁ ଯେମିତି ସୁନ୍ଦର ହୋଇଥାଏ ସ୍ୱାଦ ମଧ୍ୟ ଭଲ ହୋଇଥାଏ ।

jamunଏହି କୋଳିରେ ଭିଟାମିନ୍ ସି ଓ ଆଇରନ୍ ପ୍ରଚୁର ପରିମାଣରେ ରହିଥିବାରୁ ଏହା ସଂକ୍ରମଣ ଜନିତ ସମସ୍ୟାରୁ ବଂଚାଇଥାଏ । ଯେଉଁ ବ୍ୟକ୍ତିଙ୍କ ଶରୀରରେ ଭିଟାମିନ୍ ସି ଏବଂ ଆଇରନ୍ ର ଅଭାବ ରହିଛି ତେବେ ଏହା ଖାଇବା ଦ୍ୱାରା ଲାଭଦାୟକ ହୋଇଥାଏ । ଏଥିସହ ମଧୁମେହ ରୋଗୀମାନେ ଜାମୁକୋଳି ଖାଇବା ଦ୍ୱାରା ରକ୍ତରେ ଶର୍କରା ଭାଗ ନିୟନ୍ତ୍ରଣ ରହିଥାଏ । ଏହି କୋଳିରେ ଫାଇବର କାରଣରୁ ପେଟ ଦରଜ ଏସିଡିଟି ସମସ୍ୟା ଇତ୍ୟାଦି ଦୂର ହୋଇଥାଏ । ହାର୍ଟ, ମଧୁମେହ, ରକ୍ତଚାପ ରୋଗୀମାନଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular