spot_img

ସୁଶାନ୍ତ ସିଂହଙ୍କ ମୃତ୍ୟୁର ମାସେ ପରେ ସିବିଆଇ ତଦନ୍ତ ପାଇଁ ଅପିଲ କଲେ ଗର୍ଲଫ୍ରେଣ୍ଡ ରିୟା ..ପୋଲିସ ତଦନ୍ତରେ ପାଉନି ଭରସା

ମୁମ୍ବାଇ୧୬-୦୭- ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଂଚ କରିବା ସବୁ ଦିଗରୁ ଉଠିଥିବାବେଳେ ଗତ କିଛି ଦିନରୁ ବଡ ବଡ ନେତା ଓ ଅଭିନେତା ସିବିଆଇ ଯାଂଚର ଦାବି କରି ସାରିଛନ୍ତି । ଏବେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ସିବିଆଇ ଯାଂଚ ପାଇଁ ଆଗେଇ ଆସିଛନ୍ତି । ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଟିଟ୍ୱ କରି ସିବିଆଇ ଯାଂଚ ଆରମ୍ଭ କରିବାକୁ ଅପିଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular