କାର୍ତ୍ତିକ ମାସରେ ଏବେ ପରିବା ଦର ଆକାଶଛୁଆଁ। ଆଳୁ ଦର କେଜି ପିଛା ଖୁଚୁରାରେ ୪୦ରୁ ୪୫ଟଙ୍କା ଥିବାବେଳେ ପିଆଜ ୬୦ରୁ ୭୦ଟଙ୍କା ମଧ୍ୟରେ ରହିଛି। ଆଗକୁ ଆହୁରି ଗୋଟିଏ ମାସରୁ ଅଧିକ ଦିନ ଧରି ଆଳୁ, ପିଆଜର ଦର ଉଚ୍ଛା ରହିବ ବୋଲି ସୂଚନା ମିଳିଛି ।

Visitors Today : 1
Total Visitors : 130424
Total Views : 9891955
Visitors Online Now : 0